ସିଂହଦ୍ୱାର ଗୁମୁଟରୁ ଖସି ମହିଳା ମୃତ

ସିଂହଦ୍ୱାର ଗୁମୁଟରୁ ଖସି ମୃତ୍ୟୁ ବରଣ କରିଛନ୍ତି,…..

ପୁରୀ: ସିଂହଦ୍ୱାର ଗୁମୁଟରୁ ଖସି ମୃତ୍ୟୁ ବରଣ କରିଛନ୍ତି ମହିଳା । ଖସି ପଡ଼ିଥିବା ମହିଳାଙ୍କୁ ସେଠାରେ ଥିବା ପୋଲିସ ଏବଂ ଲୋକେ ମିଶି ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।