ଆଜି ଓଡ଼ିଆ ପଖାଳ ଦିବସ

ପଖାଳ ର ଶାନ୍ତି କୋଉଠି ନାହିଁ ପ୍ରାୟତ ଖରା ଦିନେ ପଖାଳ ଖାଇଲେ ସ୍ଵସ୍ଥ ପାଇଁ ଉପଶମ ମିଳେ,ଆଉ ଆଜି ହେଉଛି ପଖାଳ ଦିବସ ପାଳନ କରାଯାଉଛି ,ପ୍ରାୟତ ଓଡ଼ିଆ ମାନେ ଆଜି ନିଜର ଘରେ ପାଳନ କରୁଛନ୍ତି ଓଡ଼ିଆ ପଖାଳ ଦିବସ
ତେବେ ଆମେ ଓଡ଼ିଆ ବୋଲି ଗର୍ଵ ରେ କହିପାରିବ କି ପଖାଳ ଦିବସ କାହିଁକି ନା ଆମ ରାଜ୍ୟ ରେ ଚାଷୀ ମାନେ ଧାନ ଚାଷ କରୁଛନ୍ତି,ଏବଂ ଆମେ ସେଥିରୁ ଯେମିତି ଚାଉଳ ରୁ ଭାତ,ଆଉ ପ୍ରାୟତ ଲୋକମାନଙ୍କୁ ପଖାଳ ଖାଇବାକୁ ଭଲ ଲାଗେ ପଖାଳ ର ଶାନ୍ତି , ଓଡ଼ିଆ ମାନେ ବୁଝିପାରିବେ କାହିଁକି,ନା ଆମ ଓଡ଼ିଆ ର ଦିନ ପଖାଳ ଦିବସ ପାଳନ କରିବା, ଆମେ ସମସ୍ତେ ଆସନ୍ତୁ ପାଳନ କରିବା ପଖାଳ ଦିବସ |