ବିଧାନସଭା ଶୀତ ଅଧିବେଶନର ଆଜି ଚତୁର୍ଥ ଦିନ By Shaksi News On Nov 28, 2022 0 ଭୁବନେଶ୍ବର: ବିଧାନସଭାରେ ଶୀତ ଅଧିବେଶନର ଆଜି ଚତୁର୍ଥ ଦିନ, ଦିନକ ପରେ ଅଧିବେଶନ ଆରମ୍ଭ ହେଉଥିବାରୁ ଗୃହ ସରଗରମ ହେବ। ଚାଷୀ ଓ ରେଳ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ଗୃହରେ ଆସିବ ଓଡ଼ିଶା ଜିଲା ଯୋଜନା କମିଟି ସଂଶୋଧନ ବିଲ ୨୦୨୨ ଏବଂ ୯ଟି ବିଭାଗର ରିପୋର୍ଟ ଉପସ୍ଥାପନ ହେବ। Continue Reading #shaksinewsAssemblyOdishastatenews 0 Share