ବିଧାନସଭା ଶୀତ ଅଧିବେଶନର ଆଜି ଚତୁର୍ଥ ଦିନ

ଭୁବନେଶ୍ବର: ବିଧାନସଭାରେ ଶୀତ ଅଧିବେଶନର ଆଜି ଚତୁର୍ଥ ଦିନ, ଦିନକ ପରେ ଅଧିବେଶନ ଆରମ୍ଭ ହେଉଥିବାରୁ ଗୃହ ସରଗରମ ହେବ। ଚାଷୀ ଓ ରେଳ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ଗୃହରେ ଆସିବ ଓଡ଼ିଶା ଜିଲା ଯୋଜନା କମିଟି ସଂଶୋଧନ ବିଲ ୨୦୨୨ ଏବଂ ୯ଟି ବିଭାଗର ରିପୋର୍ଟ ଉପସ୍ଥାପନ ହେବ।