ଭୁବନେଶ୍ୱର: ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରତି ରାଜ୍ୟ ନିର୍ବାଚନ ଆୟୋଗ(ଏସ୍ଇସ) ସମ୍ପୂର୍ଣ୍ଣ ସତର୍କ ନରହିବା ଏକ ଦୁଃଖଦାୟକ ଓ ପରିତାପର ବିଷୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଆହୁରି ପଢ଼ନ୍ତୁ...