ଗାଈ “ପର୍ୟ୍ୟନ୍ୟ ପତ୍ନୀ” ଅର୍ଥାତ୍ ମେଘର ପତ୍ନୀ ଅଟେ

ବେଦରେ ଗାଈ ବିଷୟରେ ଲେଖାଯାଇଛି ଯେ, ଗାଈ “ପର୍ୟ୍ୟନ୍ୟ ପତ୍ନୀ” ଅର୍ଥାତ୍ ମେଘର ପତ୍ନୀ ଅଟେ। ଅର୍ଥାତ୍ ମେଘ ସେହି ସ୍ଥାନରେ ବର୍ଷିବ ଯେଉଁ ସ୍ଥାନରେ ଗାଈ ଥିବ।

ଆଜି ବୈଜ୍ଞାନିକ ମାନେ ପ୍ରମାଣ କରିଛନ୍ତି ଯେ, ଯେଉଁ ସ୍ଥାନରେ ଦେଶୀ ଗାଈ ଥାନ୍ତି ସେ ସ୍ଥାନ ବର୍ଷାକୁ ଆକର୍ଷିତ କରିଥାଏ।

ବର୍ତ୍ତମାନ ଯୁଗରେ ଦେଶୀ ଗାଈଙ୍କ ସଂଖ୍ୟା କମିଵା କାରଣରୁ ବର୍ଷା ମଧ୍ୟ କମ୍ ତଥା ଅନିୟମିତ ହେଉଛି।

ଯଦି ଜଳବାୟୁ ପରିବର୍ତ୍ତନରୁ ଭାରତକୁ ବଞ୍ଚାଇବାର ଥାଏ ତେବେ ଦେଶୀ ଗାଈ ଙ୍କୁ ବଞ୍ଚାଇବାକୁ ପଡ଼ିବ।।