ଗଂଜାମ ଜିଲ୍ଲା ସୋରଡାରେ ଧୁମଧାମରେ ଚାଲିଛି ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପିଢ଼ା ଯାତ୍ରା

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ସୋରଡାରେ ବେଶ୍ ଧୁମଧାମରେ ଚାଲିଛି ମା’ କନ୍ଧୁଣୀ ଦେବୀଙ୍କ ପ୍ରସିଦ୍ଧ କଣ୍ଟାପିଢ଼ା ଯାତ୍ରା। ଏହି ଅବସରରେ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ଯାତ୍ରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସବର ମାହୋଲ ଲାଗି ରହିଛି । ବହୁତ ଆୟୋଜନ ରେ ଚାଲିଛି ,ବଡ ଧୂମଧାମ ରେ ଏହି ଯାତ୍ରା ଚାଲିଛି । ଗଞ୍ଜାମ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।