ବିରାଟଙ୍କ ପାଇଁ ମ୍ୟାଚ୍‌ ବଦଳିଗଲା

ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ବ୍ୟକ୍ତିଗତ ଭାବେ ସର୍ବାଧିକ ୭୭ ରନ୍‌ ସଂଗ୍ରହ କରିଥିଲେ। ସେ ୪୯ଟି ବଲ୍‌ ଖେଳି ୧୧ଟି ଚୌକା ଓ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍‌ କରିଛନ୍ତ ।