ଗଂଜାମ ଜିଲ୍ଲା ୬୯୭ ଲିଟର ଦେଶୀ ମଦ ସହ ଚାରି ଜଣ ଗିରଫ କଲା ଆସିକା ପୋଲିସ Pujarani Biswal Nov 28, 2026 ଗଂଜାମ/ଆସିକା(ସାକ୍ସୀ ନ୍ୟୁଜ୍): ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ମୃତ୍ୟୁ ପରେ ବି ଗଞ୍ଜାମ ଜିଲ୍ଲା ଆସିକା ଅଂଚଳରେ କମିବାର ନାଁ ଧରୁନି…