ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତୁତି ଜୋରଦାର Pujarani Biswal Nov 18, 2026 ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ଆଗୁଆ ଜଳ ଟ୍ୟାଙ୍କର ମୁତୟନ, ବିପଦପ୍ରବଣ ଜଳ ଉତ୍ସ ଚିହ୍ନଟ ଓ ପୁନରୁଦ୍ଧାର ଟିମ୍ ପ୍ରସ୍ତୁତ