ରାଜ୍ୟବ୍ୟାପୀ ରାତ୍ରିକାଳୀନ ପାଟ୍ରୋଲିଂ ଓ ବନ୍ୟା ନିରୀକ୍ଷଣକୁ ତୀବ୍ର କଲା ଜଳ ସମ୍ପଦ ବିଭାଗ Pujarani Biswal Nov 20, 2026 ନଦୀ, ଜଳଭଣ୍ଡାର, ବ୍ୟାରେଜ୍ ଓ ସମ୍ବେଦନଶୀଳ ସ୍ଥାନରେ ୨୪ ଘଣ୍ଟିଆ ନଜର; ବରିଷ୍ଠ ଯନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ