ଆସନ୍ତା ୧୦ ଓ ୧୧ରେ ବର୍ଷା ସମ୍ଭାବନା Shaksi News Dec 7, 2022 0 ଭୁବନେଶ୍ୱର : ଘନୀଭୂତ ହେଉଛି ଗଭୀର ଅବପାତ। ଦକ୍ଷିଣ- ପୂର୍ବ ପାଶ୍ୱର୍ବତ୍ତୀ ଦକ୍ଷିଣ -ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଆଜି…
୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା Shaksi News Sep 12, 2022 0 ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ଏହା…
ଲଗାଣ ବର୍ଷାରେ ପଥର ଖସି ରାସ୍ତା ବନ୍ଦ Shaksi News Aug 20, 2022 0 କେନ୍ଦୁଝର ଜିଲ୍ଲାରେ ବର୍ଷା ଲାଗି ରହିଛି।ଏହାର ପ୍ରଭାବରେ ଜିଲ୍ଲା ...
୧୧ ଜିଲ୍ଲାରେ ୨ ଦିନ ଧରି ବର୍ଷା Shaksi News Feb 25, 2022 0 ଭୁବନେଶ୍ୱର: ରାଜ୍ୟରେ ଆଜି ଓ କାଲି ୨ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି…
ଅସରାଏ ବର୍ଷା: ସ୍ମାର୍ଟସିଟିରେ କୃତ୍ରିମ ବନ୍ୟା Shaksi News Feb 21, 2022 0 ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତକାଲି ଅପରହ୍ନରେ ଅସରାଏ ବର୍ଷାରେ କିଛି ସମୟ ଧରି ରାଜଧାନୀର ଅନେକ ସ୍ଥାନରେ ବର୍ଷାଜଳ ଜମି…
କମୁଛି ଶୀତ, ବଢୁଛି ରାତି ତାପମାତ୍ରା Shaksi News Feb 20, 2022 0 ଭୁବନେଶ୍ୱର : ରାଜ୍ୟରେ କମୁଛି ଶୀତ ଓ ଅନୁଭୁତ ହେଉଛି ଗରମ । ଗତକାଲି ରାତିରୁ ରାତିର ତାପମାତ୍ରା ବଢିଛି । ତିନି ଦିନ ପରେ ତାପମାତ୍ରା ୨ରୁ…
ଆଜିଠୁ କମିବ ଶୀତ, ୨୧ ରୁ ହେବ ବର୍ଷା Shaksi News Feb 13, 2022 0 ଭୁବନେଶ୍ୱର : ଆଜିଠୁ କମିବ ଶୀତ । ଆସନ୍ତା ୨୧ ତାରିଖରୁ ରାଜ୍ୟରେ ହେବ ବର୍ଷା । ତେଣୁ ରାଜ୍ୟରୁ କ୍ରମଶଃ ଶୀତ ଗାଏବ ହୋଇଯିବ ବୋଲି ପାଣିପାଗ…
ଆଜି ୭ ଜିଲ୍ଲାରେ ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା! Shaksi News Feb 3, 2022 0 ଭୁବନେଶ୍ୱର : ରାଜ୍ୟରେ ଆଜିଠୁ ପୁଣି ବଦଳିବ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରୁ ଓଡିଶା!-->…
ଶୀତ କମିବା, ଦୁଇ ଦିନ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର Shaksi News Feb 1, 2022 0 ଭୁବନେଶ୍ୱର : ପଶ୍ଚିମା ଝଡ଼ ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ!-->…
ପ୍ରବଳ ଶୀତ ସାଙ୍ଗକୁ ବର୍ଷା ହେବାର ଆଶଙ୍କା Shaksi News Jan 22, 2022 0 ନୂଆଦିଲ୍ଲୀ: ପ୍ରବଳ ଶୀତ ସାଙ୍ଗକୁ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ଆଶଙ୍କା ରହିଛି । ଗତକାଲି ବିଳମ୍ବିତ ରାତି ରେ ଦିଲ୍ଲୀରେ ବର୍ଷା!-->…