Browsing Tag
winter odisha
କୁହୁଡି ଚାଦର ତଳେ ରାଜଧାନୀ ଏବଂ କଟକ ସହର
ଭୁବନେଶ୍ୱର: କୁହୁଡି ଚାଦର ତଳେ ରାଜଧାନୀ ଏବଂ କଟକ ସହର । ରାଜ୍ୟରେ କିଛିଦିନ ହେଲାଣି ଶୀତର ମାତ୍ରା କମ ଥିବା ବେଳେ ଆଜି ଘନ କୁହୁଡ଼ି…
୩ରୁ ଶୀତରେ ଥରିବ ସାରା ଓଡିଶା
ଭୁବନେଶ୍ୱର: ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ବର୍ତ୍ତମାନ ଉତ୍ତର ପୂର୍ବରୁ ପବନ ବହିବ । ଫଳରେ ରାଜ୍ୟରେ କିଛି ଦିନ କମ ମାତ୍ରାରେ ଶୀତ…
ଶୀତରେ ଥରିବ ସାରା ଓଡିଶା
ଭୁବନେଶ୍ୱର: ସାରା ରାଜ୍ୟରେ ଧୀରେ ଧୀରେ ଶୀତର ମାତ୍ରା ବଢିବାର ଲାଗିଛି । ସକାଳୁ ଘନ ଘୁହୁଡି ସହ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ…
ଖସୁଛି ପାରଦ: ୧୦ ଡିଗ୍ରୀ ତଳେ ୪ ସହର
ଭୁବନେଶ୍ୱର: ଗତ କିଛି ଦିନ ହେବ ସାରା ରାଜ୍ୟରେ ଶୀତର ପ୍ରଭାବ ବଢିବାର ଲାଗିଛି । ଫଳରେ ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୪ ସହର । ତେବେ…
ଆଜିଠୁ ରାଜ୍ୟରେ ବଢିବ ଶୀତ
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ଶୀତ । ସପ୍ତାହକ ଭିତରେ ଦୁଇରୁ ତିନି ଡିଗ୍ରୀ ପାରଦ ଖସିପାରେ । କନ୍ଧମାଳ, କୋରାପୁଟରେ ଥଣ୍ଡା ପ୍ରକୋପ…
କାର୍ତିକ ପୂର୍ଣ୍ଣିମା ପରେ ଥରିବ ସାରା ଓଡ଼ିଶା
ଭୁବନେଶ୍ୱର: ଆସୁଛି କାର୍ତିକ ପୂର୍ଣ୍ଣିମା । ସାଧାରଣତଃ କାଳୀପୂଜା ପରେପରେ ସାରା ରାଜ୍ୟରେ ଶୀତ ଅନୁଭୂତ ହୋଇଛି । ମାତ୍ର ଅଧିକ ମାତ୍ରାରେ…
ପୁଣି ଥରାଇବ ଶୀତ
ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଶନିବାର ଠାରୁ ପୁଣି ବଢିବ ଶୀତ । ଉଭୟ ଉତ୍ତର ଓ!-->!-->!-->…
ରାଜ୍ୟକୁ ପୁଣି ଫେରିଛି ଶୀତ
ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି ।!-->…