ନୂଆଦିଲ୍ଲୀ : ଭାରତ ବାଂଲାଦେଶକୁ ୨୦୦ ଟନ୍ ଅକ୍ସିଜେନ ପଠାଇଛି । ଏହି ଅକ୍ସିଜେନ ଏକ୍ସପ୍ରେସ ସେଠାରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଝାଡ଼ଖଣ୍ଡର ଟାଟା ନଗରରୁ ୧୦ କଣ୍ଟେନର ବିଶିଷ୍ଟ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଥିବା ବେଳେ ବାଂଲାଦେଶର ବେନାପୋଲ ପହଞ୍ଚିବାର ସମ୍ଭାବନା ଅଛି । ଟାଟା ନଗରରୁ ୨୦୦ ମେଟ୍ରିକ ଟନ୍ ତରଳ ଅକ୍ସିଜେନ୍ ନେଇ ଅକ୍ସିଜେନ ଏକ୍ସପ୍ରେସ୍ ପ୍ରଥମ ଥର ବାଂଲାଦେଶ ଯାଇଛି । ତେବେ ଏହା ପୂର୍ବରୁ ଦ୍ୱିତୀୟ ଲହର ବେଳେ ଭାରତରେ ଅକ୍ସିଜେନ୍ ପାଇଁ ହାହା କାର ପଡ଼ିଥିଲା ।
Prev Post