ଭୁବନେଶ୍ୱର: ସାଉଥ ସିଟି ବାରରେ ପୋଲିସ ରେଡ୍ । ବାର୍ ର ଡ୍ୟାନ୍ସ ଫ୍ଲୋରରେ ପଡ଼ିଛି ପୁଳାପୁଳା ନକଲି ଟଙ୍କା । ରେଡ୍ କରି ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ । କୋଭିଡ୍ ନିୟମ ଉଲ୍ଲଂଘନ କରି ବିନା ଲାଇସେନ୍ସରେ ଚାଲିଥିଲା ବାର୍ । ଏହା ସହ ସେପ୍ଟେମ୍ବର ୩୦ରୁ ସରିଯାଇଥିଲା ବାରର ଲାଇସେନ୍ସ । ଲାଇସେନ୍ସ ଅବଧି ସରିଥିବା ପରେ ମଧ୍ୟ ଚାଲିଥିଲା ବାର୍ ।