ବିଚ୍ରେ ସାରାଙ୍କ ବିକିନି ପୋଜ୍
ବଲିଉଡ ଅଭିନେତ୍ରୀ ସାରା ଅଲ୍ଲି ଖାନ ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଫଟୋ ବା ଭିଡିଓ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲି ଖାନ ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଫଟୋ ବା ଭିଡିଓ ସେୟାର କରିଥାନ୍ତି । ସାରା ସମୁଦ୍ର କୂଳରେ ପୋଜ ଦେବାରେ ଦେଖିବାକୁ ମିଳିଥାଏ । ହେଲେ ବର୍ତ୍ତମାନ ସାରା ବିଚରେ ବିକିନିରେ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି । ଯାହା ସାରାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସାରା ପିନ୍ଧିଥିବା କଲରଫୁଲ ବିକିନିରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି । ସାରାଙ୍କ ଏହି ହଟ ଫଟୋ ଦେଖି ତାଙ୍କ ଫ୍ୟାନ୍ସଙ୍କ ମନରେ ନିଆଁ ଲଗାଇଛନ୍ତି ।