ଖୁବଶୀଘ୍ର ଆସିବ ଅକ୍ଷୟଙ୍କ ଫିଲ୍ମ ‘ପୃଥୀରାଜ’
ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କ ଆଗାମୀ ଅପକମିଙ୍ଗ ଫିଲ୍ମ ‘ପୃଥୀରାଜ’ର
ମୁମ୍ବାଇ : ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କ ଆଗାମୀ ଅପକମିଙ୍ଗ ଫିଲ୍ମ ‘ପୃଥୀରାଜ’ର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ପ୍ରଡକ୍ସନ ହାଉସ୍ ୟଶ ରାଜ ଫିଲ୍ମସ୍ ଅକ୍ଷୟଙ୍କ ଏହି ସଫଳତା ଉପରେ ଅଭିନ୍ଦନ ଜଣାଇଛିନ୍ତି । ଏହା ସହ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଫିଲ୍ମର ରିଲିଜ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି ।