ଜାମ୍ମୁ-କଶ୍ମୀର ବର୍ଡରରୁ ସୁଡଙ୍ଗ ଠାବ କଲା ବିଏସଏଫ

ଜାମ୍ମୁ-କଶ୍ମୀରର ସାମ୍ବା ବେର୍ଡରରୁ ବିଏସଏଫ ଏକ ସୁଡଙ୍ଗ ଠାବ ….

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରର ସାମ୍ବା ବେର୍ଡରରୁ ବିଏସଏଫ ଏକ ସୁଡଙ୍ଗ ଠାବ କରିଛି । ଏହି ଅଞ୍ଚଳଟି ପଡଶୀ ଦେଶ ପାକିସ୍ତାନ ସୀମା ନିକଟରେ ଅବସ୍ଥିତ । ଏହି ସୁଡଙ୍ଗ ଅନ୍ତରାଷ୍ଟ୍ରୀୟ ସୀମାଠାରୁ ୧୫୦ କିମି ଦୂରରେ ରହିଛି । ପୂର୍ବରୁ ଆତଙ୍କବାଦୀ ଏହି ସୁଡଙ୍ଗ ଦେଇ ଜାମ୍ମୁ-କଶ୍ମୀରରେ ପ୍ରବେଶ କରିଥିବା ଜଣାପଡିଛି । ବିଏସଏଫର କହିବାନୁସାରେ ଅମରନାଥ ଯାତ୍ରାରେ ବାଧା ସୃଷ୍ଟି କରିବା ହେଉଛି ଆତଙ୍କବାଦୀଙ୍କ ମୁଖ୍ୟ ଉଦ୍ଦେଶ୍ୟ । ବାସ୍ତବରେ ଅମରନାଥ ଯାତ୍ରା ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ।