ଏହି ପେଷ୍ଟ ବ୍ୟବହାର କରି ଖରାଦିନେ କଳା ପଡ଼ିଥିବା ତ୍ୱଚାରେ ଆଣନ୍ତୁ ଚମକ
ଏବେ ଖରା ପ୍ରବଳ ହେଉଛି। ଆମେ ଖରା ପାଇଁ କାମ ବନ୍ଦ କରି ଘରେ ତ ବସି….
ଏବେ ଖରା ପ୍ରବଳ ହେଉଛି। ଆମେ ଖରା ପାଇଁ କାମ ବନ୍ଦ କରି ଘରେ ତ ବସି ପାରିବା ନାହିଁ। କାମ ଅଛି ତ ବାହାରକୁ ଯିବାକୁ ପଡ଼ିବ। ଆଉ ଖରାଦିନେ ବାହାରକୁ ଥରେ ଯାଇ ଘରେ ଆସି ନିଜ ଚେହେରା ଦେଖିଲା ବେଳକୁ ତାହା ବହୁତ କଳା ପଡ଼ି ଯାଇଥାଏ। ତେବେ ଏହା ଦେଖି ଜଣେ ଚିନ୍ତିତ ହେବା ସ୍ୱାଭାବିକ। ଏଥିରୁ ମୁକ୍ତି ପାଇବା ଲାଗି ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଦାମିକା କ୍ରୀମ୍ ଆଣି ଲଗାଇଥାଉ। କିନ୍ତୁ ଆଶା ମୁତାବକ ଫଳ ପାଇପାରି ନ ଥାଉ।
କିନ୍ତୁ ଆପଣଙ୍କୁ ଏବେ ଦାମିକା କ୍ରୀମ୍ କିଣିବାକୁ ପଡ଼ିବ ନାହିଁ। କାରଣ ଆମେ ଆପଣଙ୍କୁ କିଛିଟା ଘରୋଇ ଟିପ୍ସ ଦେବୁ ଯାହାକୁ ବ୍ୟବହାର କରି ଆପଣ ଖରାରେ କଳା ପଡ଼ିଥିବା ତ୍ୱଚାରେ ପୂର୍ବ ଚମକ ଆଣି ପାରିବେ।