ଇଂଲଣ୍ଡ ଟେଷ୍ଟ ଉପରେ ମାଇକେଲ ଭନଙ୍କ ଭବିଷ୍ୟବାଣୀ

ଏହି ମୁକାବିଲା ବହୁତ ରୋଚକ ହେବ ବୋଲି ଆଶା କରାଯାଉଛି…

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ ଟେଷ୍ଟ ଏଜବାଷ୍ଟନରେ ଖେଳାଯାଉଛି । ଟେଷ୍ଟ ଯଦି ଡ୍ର ରୁହେ କିମ୍ବା ଭାରତ ଜିତି ନିଏ ତେବେ ଦଳର ଏହା ଐତିହାସିକ ସିରିଜ ବିଜୟ ହେବ । ଭନ କ୍ରିକବଜ ସହ ଅଲୋଚନା ବେଳେ କହିଛନ୍ତି ଯେ, ତେବେ ଏଜବାଷ୍ଟନରେ ଭାରତର ରେକର୍ଡ କିଛି ଖାସ ନାହିଁ । ଭାରତ ଏହି ମଇଦାନରେ ୭ଟି ଖେଳି ଛଅଟିରେ ପରାଜିତ ହୋଇଛି ଏବଂ ଗୋଟିଏ ମ୍ୟାଚ ଡ୍ର ରହିଛି । ଏହି ମୁକାବିଲା ବହୁତ ରୋଚକ ହେବ ବୋଲି ଆଶା କରାଯାଉଛି । କାରଣ ଭାରତ ସିରିଜ ଜିତିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି ।