ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀଙ୍କ ବୈଠକ
ଉଲ୍ଲେଖନୀୟ ଯେ କଂଗ୍ରେସ ଦେଶସାରା ଦରଦାମ୍ ବୃଦ୍ଧି ବିରୋଧରେ ଧାରଣା ପ୍ରଦର୍ଶନ କରୁଛନ୍ତି….
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ରଶନୀତିକ ବିଚାର ବିମର୍ଶ ପାଇଁ ନିଜ ସରକାରର କିଛି ବରିଷ୍ଠ ମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ କଂଗ୍ରେସ ଦେଶସାରା ଦରଦାମ୍ ବୃଦ୍ଧି ବିରୋଧରେ ଧାରଣା ପ୍ରଦର୍ଶନ କରୁଛନ୍ତି । ବିରୋଧି ମଧ୍ୟ ଏହି ବିଷୟରେ ଲଗାତାର ସରକାରଙ୍କୁ ଘେରିଛନ୍ତି ।