ଉପହାର ନିଲାମ ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଲା By Shaksi News On Oct 10, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଉପହାର ୨୦୨୨ ର ନିଲାମ ଚଳିତ ମାସର ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ସଂସ୍କୃତି ମନ୍ତ୍ରଣାଳୟର ଏକ ଟୁଇଟ୍ର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ବର୍ଷ ବର୍ଷ ଧରି ମୁଁ ପାଇଥିବା ଅନେକ ସ୍ୱତନ୍ତ୍ର ଉପହାର ଏହା ମଧ୍ୟର ରହିଛି । ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ, ଉପହାରଗୁଡିକର ନିଲାମ ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ଅଂଶଗ୍ରହଣ କରନ୍ତୁ ।” Continue Reading #National-International#shaksinewsPM Modi 0 Share