ହୁତ ହୁତ ହୋଇ ଜଳିଲା ଟ୍ରକ

କେନ୍ଦୁଝର: କେନ୍ଦୁଝର ୪୯ ନଂ ଜାତୀୟ ରାଜପଥ ଖୀରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟ ରେ ହୁତ ହୁତ ହୋଇ ଜଳିଲା ଟ୍ରକ। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାପଡିଛି । ଅଳ୍ପକେ ବାର୍ତିଲେ ଟ୍ରକ ଚାଳକ ।ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ପହଂଚି ନିଆଁ ଲିଭେଇ ବା ପାଇଁ ଚେଷ୍ଟା ଜାରି ରଖିଛି।