ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ By Shaksi News On Apr 3, 2023 0 ପୁଲବାଣୀ : ଦିନ ଦ୍ୱିପ୍ରହରରେ ଲୁଟ୍ପାଟ୍ । ବ୍ୟାଙ୍କ ସମ୍ମୁଖରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଟଙ୍କା ନେଇ ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଦିନ ଦ୍ୱିପ୍ରହରାରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୁଲବାଣୀ ଜିଲା ହିଲ ଭିଉ ହୋଟେଲ ନିକଟରେ ଏହି ଅଘଟଣ ଘଟିଛି । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ସୋମାବର ଦିନ ଲଙ୍ଗ ଲାଇଫ୍ ଟ୍ରେଟର୍ସର ମାଲିକଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ହିଲ ଭିଉ ହୋଟେଲ ନିକଟରେ ଥିବା ଆକ୍ସିସ୍ ବ୍ୟାଙ୍କକୁ ଟଙ୍କା ଡିପୋଜଟ୍ କରିବାକୁ ଯାଉଥିଲେ । ଏହି ସମୟରେ ମୁଖା ପିନ୍ଧା ଲୁଟେରା ଏକ ପଲସର ଗାଡି ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏପର୍ଯ୍ୟନ୍ତ ପୋଲିସ ସେ ଲୁଟେରାମାନଙ୍କୁ ଧରିବାରେ ବିଫଳ ହୋଇଛି । Continue Reading #shaksinewscrime newsOdisha 0 Share