ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ ପ୍ରକାଶ ପରବ ଅବସରରେ ତାଙ୍କୁ ନମନ କଲେ ପ୍ରଧାନମନ୍ତ୍ରୀ

ତାଙ୍କ ଅତୁଳନୀୟ ସାହସ ଓ ସତ୍ୟ ଏବଂ ନ୍ୟାୟ ପ୍ରତି ପ୍ରତିବବଦ୍ଧତା…

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ପ୍ରକାଶ ପରବ ଅବସରରେ ନମନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ପ୍ରକାଶ ପରବ ଅବସରରେ ନମନ କରୁଛି । ତାଙ୍କ ଅତୁଳନୀୟ ସାହସ ଓ ସତ୍ୟ ଏବଂ ନ୍ୟାୟ ପ୍ରତି ପ୍ରତିବବଦ୍ଧତା ବେଶ ପ୍ରେରଣାଦାୟୀ । ଗତବର୍ଷ ଲାଲକିଲ୍ଲା ଠାରେ ଆୟୋଜିତ ତାଙ୍କ ୪୦୦ତମ ପ୍ରକାଶ ପରବ ଅବସରରେ ଦେଇଥିବା ଭାଷଣ ଶେୟାର କରୁଛି ।”