ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା By Shaksi News On Apr 19, 2023 0 ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା… Mar 21, 2026 ୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ… Mar 21, 2026 ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର… Mar 21, 2026 ଦୁଇମାସରେ ୧୩୪୬ କୋଟିର ଗଞ୍ଜେଇ ଜବତ Mar 21, 2026 କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଦେଶର ଗାଁଗୁଡିକର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ବିଜେତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆପଣଙ୍କ ସେବା ଭାବ ଓ ସମର୍ପଣ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ ।” Continue Reading #Shaksi NewsPIB Bhubaneswarpib news 0 Share