ସୁରତ ଶାଢୀ ୱାକାଥନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୁରତ ନଗର ନିଗମ ଓ ସୁରତ ସ୍ମାର୍ଟ ସିଟି ଡେଭେଲପମେଣ୍ଟ ଲିମିଟେଡଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ସୁରତ ଶାଢୀ ୱାକାଥନକୁ ପ୍ରଶଂସା କରିଛନ୍ତି ।

ଦର୍ଶନା ଜରଦୋଶଙ୍କ ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ବସ୍ତ୍ର ପରମ୍ପରାକୁ ଲୋକପ୍ରିୟ କରିବା ପାଇଁ ସୁରତ ଶାଢୀ ୱାକାଥନ ଏକ ପ୍ରଶଂସନୀୟ ପଦକ୍ଷେପ ।”