ସମାଜରୁ ମାଦକ ଦ୍ରବ୍ୟର କୁପ୍ରଭାବ ଏଡାଇବା ପାଇଁ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସମାଜରୁ ମାଦକ ଦ୍ରବ୍ୟର କୁପ୍ରଭାବ ଏଡାଇବା ପାଇଁ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସମାଜରେ ମାଦକ ଦ୍ରବ୍ୟର କୁପ୍ରଭାବ ଏଡାଇବାକୁ ହେଉଥିବା ଉଦ୍ୟମରେ ସମନ୍ୱୟ ଓ ତତ୍ପରତା ଆଣିବା ପାଇଁ ଏକ ଭଲ ଉପକ୍ରମ ।”