ଇଦ-ଉଲ-ଫିତର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଦ-ଉଲ-ଫିତର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଇଦ-ଉଲ-ଫିତରର ଶୁଭେଚ୍ଛା । ଆମ ସମାଜରେ ସଦ୍ଭାବ ଓ ସହାନୁଭୂତିର ଭାବନା ଆହୁରି ବୃଦ୍ଧି ପାଉ । ସମସ୍ତଙ୍କ ସୁସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରୁଛି । ଇଦ ମୁବାରକ!”