ପଞ୍ଚାୟତ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡିକରେ ସଶକ୍ତିକରଣ ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ, ପଞ୍ଚାୟତ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡିକରେ ସଶକ୍ତିକରଣ ସମ୍ପର୍କରେ MyGovର ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପଞ୍ଚାୟତ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡିକୁ କିପରି ସଶକ୍ତ କରିଛୁ ସେ ସମ୍ପର୍କରେ ଏକ ସୂଚନାଧର୍ମୀ ଶୃଙ୍ଖଳ ।”