ଭୁବନେଶ୍ୱର: ବଦଳୁଛି ପାଣିପାଗ। କାଲି ଡହ ଡହ ଖରାରେ ସବୁ ସିଝୁ ଥିବା ବେଳେ ଆଜି ଟିକେ ପାଗ ପରିବର୍ତ୍ତନ ହେଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷାର ଅନୁମାନ କରାଯାଉଛି । କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ଓ ପବନ ତଥା କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହି ଥିବା ବେଳେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ଭୁବନେଶ୍ୱର, କଟକ , ଢେଙ୍କାନାଳ ,ଯାଜପୁର ,କେନ୍ଦୁଝରରେ ବଜ୍ରପାତ ସହିତ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାକୁ ନେଇ ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ...