ବେଡରୁମରେ ଝୁଲି ପଡିଲେ ଫ୍ୟାଶନ୍ ଡିଜାଇନର୍ By Shaksi News On Apr 29, 2023 0 ଉତ୍ତରପ୍ରଦେଶ ମୁରାଦାବାଦର ୨୫ ବର୍ଷୀୟା ଫ୍ୟାଶନ ଡିଜାଇନରଙ୍କ ମୃତଦେହ ତାଙ୍କ ବେଡରୁମରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମଡେଲ ମୁସ୍କାନ ନାରଙ୍ଗ ଆତ୍ମହତ୍ୟାର ଦିନକ ପୂର୍ବରୁ ଇନଷ୍ଟାରେ ନିଜର ଭିଡିଓ ପୋଷ୍ଟ କରିଥିଲେ । ଏହି ମାମଲାରେ ପୁଲିସ ଯାଞ୍ଚ କରି ଆତ୍ମହତ୍ୟାର କାରଣ ଖୋଜୁଛି । Continue Reading #National-International#shaksinerwsfashion deginerhangingsuiside 0 Share