ତିର୍ତ୍ତୋଲ ଉପନିର୍ବାଚନ: ୭ମ ରାଉଣ୍ଡରେ ବି ବିଜେଡି ଆଗୁଆ By Shaksi News Last updated Nov 10, 2020 0 ତିର୍ତ୍ତୋଲ(ଏସ୍ ନ୍ୟୁଜ) : ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ୭ମ ରାଉଣ୍ଡ ପରେ ବିଜେଡି ୧୦୭୩୬ଖଣ୍ଡ ଭୋଟରେ ଆଗୁଆ ରହିଛି । ବିଜେଡି ୨୫୨୮୭, ବିଜେପି ୧୪୫୫୧, କଂଗ୍ରେସ ୩୯୯୯ ଖଣ୍ଡ ଭୋଟ ପାଇଛନ୍ତି । Continue Reading 0 Share