• Likes
  • Followers
  • Friday, October 2, 2026
  • About us :
  • Contact us :
  • Privacy Policy
  • Odia Unicode Converter
  • Terms and Conditions
  • News in English

Shaksi News Shaksi News - Odia News Portal

  • Home
  • ଓଡିଶା
    • ଅନୁଗୁଳ
    • କଟକ
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • କୋରାପୁଟ
    • ଖୋର୍ଦ୍ଧା
    • ଗଜପତି
    • ଗଞ୍ଜାମ
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ଵର
    • ବୌଦ୍ଧ
    • ଭଦ୍ରକ
    • ମୟୂରଭଞ୍ଜ
    • ମାଲକାନଗିରି
    • ଯାଜପୁର
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ଦେଶ ବିଦେଶ
  • ରାଜନୀତି
  • ଧର୍ମ-ସଂସ୍କୃତି
    • ଦୀପାବଳି / କାଳୀ ପୂଜା
    • ଦୁର୍ଗା ପୂଜା
  • ବ୍ୟବସାୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ଖେଳ
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ନିଯୁକ୍ତି
  • ସମ୍ପାଦକୀୟ
Shaksi News
  • Home
  • ବ୍ୟବସାୟ
  • ଭୁଲ ଆକାଉଂଟକୁ ଟଙ୍କା ପଠାଇ ଚିନ୍ତିତ କି?

ଭୁଲ ଆକାଉଂଟକୁ ଟଙ୍କା ପଠାଇ ଚିନ୍ତିତ କି?

By Shaksi News On Feb 14, 2024 0
Worried about sending money to the wrong account
Worried about sending money to the wrong account

ନୂଆଦିଲ୍ଲୀ: କିଛି ଲୋକ ୟୁନିଫାଇଡ୍‌ ପେମେଂଟ ଇଂଟରଫେସ୍‌ (ୟୁପିଆଇ) ଲିଙ୍କ୍‌ଡ ମୋବାଇଲ ନମ୍ବର ଜରିଆରେ ଭୁଲ ଆକାଉଂଟକୁ ଟଙ୍କା ପଠାଇବାର ତ୍ରୁଟି କରିଥାନ୍ତି । ସେପରି ତ୍ରୁଟିର କାରଣ ଫୋନ୍‌ ନମ୍ବର ସହିତ ୟୁପିଆଇ ଆଇଡି ଜଡ଼ିତ ରହିଛି ।

ଆପଣ ଯେଉଁ ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଉଛନ୍ତି; ତାଙ୍କ ମୋବାଇଲ ନମ୍ବରଟି ଆଉ କାହାକୁ ଆଲର୍ଟ କରାଯାଇଥିଲେ, ସେ ଫୋନ୍‌ ନମ୍ବରଟି ଯୋଉ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ୍‌ଡ ହୋଇଥିବ; ଆପଣଙ୍କ ଟଙ୍କାଟି ସେହି ଆକାଉଂଟକୁ ଚାଲିଯିବ ।

ଆହୁରି ପଢ଼ନ୍ତୁ...

ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ଵ…

Oct 2, 2026

“ସିଏଜି ରିପୋର୍ଟ” ବିଜୁ ଜନତା ଦଳର…

Oct 1, 2026

ସୂଚନା ଓ ଲୋକ ସମ୍ପର୍କ ବିଭାଗ…

Oct 1, 2026

ହାଲ୍କା ମେଘ ଆକାଶରେ ସପ୍ତରଙ୍ଗ

Oct 1, 2026

ବିଶେଷ କରି ଘର ମାଲିକଙ୍କ ନିକଟକୁ ଭଡ଼ା ପଇଠ କରୁଥିଲା ବେଳେ ତାଙ୍କର ମୋବାଇଲ ନମ୍ବର ସଂପର୍କରେ ତାଜା ଖବର ରଖନ୍ତୁ । ଆପଣଙ୍କ ଅଜାଣତରେ ସେ ତାଙ୍କର ପୁରୁଣା ନମ୍ବରଟିକୁ ଅନ୍ୟ କାହାକୁ ଦେଇଥିଲେ;  ଆପଣଙ୍କ ଟଙ୍କାଟି ସେ ବ୍ୟକ୍ତିଙ୍କ ଆକାଉଂଟକୁ ଚାଲିଯିବାର ଆଶଙ୍କା ରହିଛି ।

ଭୁଲ ଆକାଉଂଟକୁ ଚାଲି ଯାଇଥିବା ଟଙ୍କା ଫେରି ପାଇବାକୁ ହେଲେ ଆପଣଙ୍କୁ ପ୍ରମାଣ କରିବାକୁ ହେବ ଯେ ଆପଣଙ୍କ ଟଙ୍କାଟି ଭୁଲବଶତଃ ଅନ୍ୟତ୍ର ଚାଲିଯାଇଛି । ଏତକ ପ୍ରମାଣ କରିଦେବା ପରେ ଆପଣଙ୍କ ବ୍ୟାଙ୍କ ଓ ତ୍ରୁଟିବଶତଃ ଟଙ୍କା ଗ୍ରହଣ କରିଥିବା ବ୍ୟାଙ୍କ ଆପଣା ଆପଣା ଭିତରେ ସବୁ ତ୍ରୁଟି ସୁଧାରି ଦେବେ ।

 

 

Continue Reading
Worried about sending money to the wrong account?
0
Share

Prev Post

ଜାତୀୟ ସଂଗୀତକୁ ଅପମାନ କରି କ୍ୟାରିୟରକୁ ହାତଛଡ଼ା କଲେ କଶ୍ମୀର କ୍ରିକେଟର ରସୁଲ

Next Post

ନିୟମିତ ମୁଠାଏ ବାଦାମ ସେବନ କରି ଦେଖନ୍ତୁ

You might also like More from author

ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ଵ ନେବାକୁ ଓଡ଼ିଶା ପ୍ରସ୍ତୁତ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

“ସିଏଜି ରିପୋର୍ଟ” ବିଜୁ ଜନତା ଦଳର ଖଣି କେଳେଙ୍କାରୀ କଳା ଚିଠାର ନୂଆ ପୃଷ୍ଠା: ଅନୀଲ ବିଶ୍ୱାଳ

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂଙ୍କ ଅବସର ଗ୍ରହଣ

ହାଲ୍କା ମେଘ ଆକାଶରେ ସପ୍ତରଙ୍ଗ

Prev Next
Breaking News
  • ମହିଳା ବିଶ୍ୱକପ୍ ବିଜୟ ପରେ କ୍ରିକେଟ୍ ଉପରେ ହରମନପ୍ରୀତଙ୍କ ପ୍ରଥମ ପୋଷ୍ଟ

    ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୨ ରନରେ ବିଜୟ ହାସଲ କରି ଭାରତ ନିଜର ପ୍ରଥମ ମହିଳା ବିଶ୍ୱକପ୍ ଟାଇଟଲ ଜିତି ବହୁ ପ୍ରତୀକ୍ଷିତ ମରୁଡ଼ିର ଅନ୍ତ କରିବାRead More »

    November 3, 2025
  • କେମିତି ଚାଲିଛି କଟକ ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି

    ଗୀତଟି କାନରେ ପଡ଼ିଲେ, ଆଖି ଆଗରେ ନାଚିଯାଏ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା । ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ । ପ୍ରାଚୀନ କଳିଙ୍ଗକୁ ସମୃଦ୍ଧ କରିଥିଲା ନୌବାଣିଜ୍ୟRead More »

    November 1, 2025
  • “ଥମ୍ମା”ର ଏହି ରାକ୍ଷସ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି

    ଭୟଙ୍କର ଜଗତର ନୂତନ ଚଳଚ୍ଚିତ୍ର 'ଥମ୍ମା' ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛି। ଦୀପାବଳିର ପରଦିନ ଜୋରଦାର ଆରମ୍ଭ ହୋଇଥିବା ଏହି ଫିଲ୍ମଟି ସପ୍ତାହର କାର୍ଯ୍ୟ ଦିବସଗୁଡ଼ିକରେRead More »

    October 25, 2025
  • କୁର୍ଣ୍ଣୁଲ୍ ବସ୍ ଅଗ୍ନିକାଣ୍ଡ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା।

    ଶୁକ୍ରବାର ସକାଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ବସ୍‌ରେ ନିଆଁ ଲାଗିଯିବାରୁ ୨୦ ଜଣ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ କରିଛି।Read More »

    October 25, 2025
  • ଏଲଆଇସି ପଲିସିଧାରୀଙ୍କ ସଞ୍ଚୟକୁ ‘ବ୍ୟବସ୍ଥିତ ଭାବରେ ଅପବ୍ୟବହାର’ କରାଯାଇଛି: ଜୟରାମ ରମେଶ

    କଂଗ୍ରେସ ଶନିବାର (୨୫ ଅକ୍ଟୋବର, ୨୦୨୫) ଅଭିଯୋଗ କରିଛି ଯେ ଜୀବନ ବୀମା ନିଗମ (ଏଲ୍ଆଇସି)ର ୩୦ କୋଟି ପଲିସିଧାରୀଙ୍କ ସଞ୍ଚୟକୁ ଆଦାନୀ ଗୋଷ୍ଠୀକୁ ଲାଭ ଦେବାRead More »

    October 25, 2025
  • ଦୈନନ୍ଦିନ ଜୀବନରେ ଦୀପାବଳି ଦୀଆର ପୁନଃବ୍ୟବହାର ପାଇଁ 8ଟି ଦିଆ ହ୍ୟାକ୍

    ଆଲୋକର ପର୍ବ ଦୀପାବଳି ହେଉଛି ଛୋଟ ଛୋଟ ମାଟିର ଦୀପ ଜାଳିବା ବିଷୟରେ, ଯାହା ଅନ୍ଧାର ଉପରେ ଆଲୋକ ଏବଂ ମନ୍ଦ ଉପରେ ଭଲର ବିଜୟକୁ ପ୍ରତିନିଧିତ୍ୱRead More »

    October 25, 2025
  • ଜିନପିଙ୍ଗ ଏବଂ ଟ୍ରମ୍ପ ଦକ୍ଷିଣ କୋରିଆରେ ସାକ୍ଷାତ କରିବେ।

    ଶନିବାର ଦିନ ମାଲେସିଆରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଏକ ନୂତନ ବାଣିଜ୍ୟ ଆଲୋଚନା ଆରମ୍ଭ ହୋଇଛି, ଉଭୟ ଦେଶର ପ୍ରତିନିଧିମାନେ ନିଶ୍ଚିତ କରିଛନ୍ତି। ଏହି ଆଲୋଚନାRead More »

    October 25, 2025
  • ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର, ଏବେ ବି କୋମାରେ

    ସେପ୍ଟେମ୍ବର ଆରମ୍ଭରୁ ଭୁବନେଶ୍ୱର ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ ଥିବା ଓଡ଼ିଶାର ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ପରେ ତାଙ୍କୁ ଶନିବାର ଭେଣ୍ଟିଲେଟରରୁ ବାହାରRead More »

    October 25, 2025
  • ବିଗ୍ ବସ୍ 19 ୱିକେଣ୍ଡ୍ କା ଭାର୍

    ବିଗ୍ ବସ୍ 19 season ତୁରେ ଅଧା ବାଟରେ ପହଞ୍ଚି ସାରିଛି ଏବଂ ତାନିଆ ମିତ୍ତଲ ଏବଂ ନୀଲମ ଗିରିଙ୍କ ମଧ୍ୟରେ ତିକ୍ତତା ଏବଂ ଫରହାନା ଭଟ୍ଟRead More »

    October 25, 2025
  • ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ; ୧୫ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା

    ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିଝଡ଼କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହାର ପ୍ରସ୍ତୁତି ପଦକ୍ଷେପକୁ ତୀବ୍ର କରିଛନ୍ତି। ଯଦିଓ ଘୂର୍ଣ୍ଣିଝଡ଼ ମୋନ୍ଥା ଆନ୍ଧ୍ର ପ୍ରଦେଶରେRead More »

    October 25, 2025

ବହୁଚର୍ଚ୍ଚିତ ଖବର

ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ଵ…

Oct 2, 2026

“ସିଏଜି ରିପୋର୍ଟ” ବିଜୁ ଜନତା ଦଳର…

Oct 1, 2026

ସୂଚନା ଓ ଲୋକ ସମ୍ପର୍କ ବିଭାଗ…

Oct 1, 2026

ହାଲ୍କା ମେଘ ଆକାଶରେ ସପ୍ତରଙ୍ଗ

Oct 1, 2026

ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ…

Oct 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍…

Oct 1, 2026

IIT ଭୁବନେଶ୍ୱରରେ…

Oct 1, 2026

ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭…

Oct 1, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ…

Oct 1, 2026

ଶିଖରଚଣ୍ଡୀ ମନ୍ଦିରର ହେବ…

Oct 1, 2026
Prev Next 1 of 2,258
More Stories

ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ଵ…

Oct 2, 2026

“ସିଏଜି ରିପୋର୍ଟ” ବିଜୁ ଜନତା ଦଳର…

Oct 1, 2026

ସୂଚନା ଓ ଲୋକ ସମ୍ପର୍କ ବିଭାଗ…

Oct 1, 2026

ହାଲ୍କା ମେଘ ଆକାଶରେ ସପ୍ତରଙ୍ଗ

Oct 1, 2026
Prev Next 1 of 5,520
  • About us :
  • Contact us :
  • Privacy Policy
  • Odia Unicode Converter
  • Terms and Conditions
  • News in English
© 2026 - Shaksi News. All Rights Reserved.
Designed by Web Odisha
Sign in

Welcome, Login to your account.

Forget password?
Sign in

Recover your password.

A password will be e-mailed to you.