ସୀମାଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ୍ ହାଇଦର୍ ମଧ୍ୟ ଜଣେ ୟୁଟ୍ୟୁବର୍।ରେ ତାଙ୍କର ବଢୁଛନ୍ତି ସବ୍ସ୍କ୍ରାଇବର୍
ସୀମା ହାଇଦର୍ଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କୁ ଛାଡ଼ି ସଚିନ ମୀନାଙ୍କ ପାଇଁ ଭାରତ ଚାଲି ଆସିଥିଲେ କଥା ଆପଣ ଜାଣିଥିବେ । ତେବେ ସଚିନଙ୍କୁ ବିବାହ କରି ଭାରତରେ ନିଜର ଘରସଂସାର କରିଛନ୍ତି । କେବଳ ସେତିକି ଖାଲି ନୁହେଁ, ସଚିନ ଏବଂ ସୀମା ସେମାନଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛନ୍ତି । ସେଥିରୁ ରୋଜଗାର ହେଉଥିବା ଟଙ୍କାରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।
ଏବେ କିଛି ଶୁଣିବାକୁ ମିଳିଛି କି କେବଳ ସୀମା ନୁହେଁ , ତାଙ୍କ ୟୁଟ୍ୟୁବ୍ରେ ପାଖାପାଖି ହଜାର ସବ୍ସ୍କ୍ରାଇବର୍ ଅଛି । ସୀମା ଭାରତ ଆସି କହିଥିଲେ କି ହାଇଦର୍ଙ୍କ ସହ ତାଙ୍କର ଛାଡ଼ପତ୍ର ହେଇଥିଲା । ସେ ସାଉଦି ଆରବ ପଳାଇଛନ୍ତି। ନିଜ ପତ୍ନୀ ଓ ପିଲାଙ୍କ ପାଖକୁ ଆଉ ଫେରୁନାହାନ୍ତି।ଏପରିକି ସୀମା ମନା କରିଦେବାରୁ ସେ ନିଜ ପିଲାଙ୍କୁ ଯେକୌଣସି ମତେ ଫେରାଇ ନେବେ ବୋଲି କହିଥିଲେ ।