କେଜ୍ରିୱାଲଙ୍କ ଗିରଫଦାରିକୁ ସୁପ୍ରିମକୋର୍ଟରେ ଚାଲେଂଜ

ନୂଆଦିଲ୍ଲୀ: ଆପ୍‌ ଜାତୀୟ ଆବାହକ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଛି ଆପ୍‌ । କେଜ୍ରିୱାଲଙ୍କ ଗିରଫଦାରିକୁ ପ୍ରତିବାଦ କରି ଓଡ଼ିଶା ଆପ୍‌ ପରିବାର ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ନିକଟରେ ଧାରଣା ଅନୁଷ୍ଠିତ ହୋଇଛି ।