ଗୁଜୁରାଟ-ଚେନ୍ନାଇ ସହ ଖେଳାଯିବ ମ୍ୟାଚ୍ By Shaksi News On Mar 26, 2024 0 The match will be played with Gujarat-Chennai ଆଜିର ମ୍ୟାଚ୍ ଖେଳାଯିବ ସମୟ ୭ .୩୦ ରେ ଏବଂ ୨ଦଳ ଗତ ଖେଳ ରେ ଭଲ ପ୍ରଦର୍ଶନ କରିଛନ୍ତି।ତେବେ ,ଚେନ୍ନାଇର ଜିତିବାର ହାର ୫୫% ଥିବା ବେଳେ ଗୁଜୁରାଟ ୪୫% ମ୍ୟାଚ୍ ଉଭୟ ଦଳ ଭଲ ପ୍ରଦର୍ଶନ କରିବେ। ବୋଲି ଜଣା ପଡୁଛି ମ୍ୟାଚ୍ ଦେଖିବା ପାଇଁ ବହୁତ ଦର୍ଶକ ଯୋଗ ଦେବେ ବୋଲି ଜଣାଯାଉଛି । Continue Reading 0 Share