ନାବାଳିକା ଦୁଷ୍କର୍ମକାରୀ ଅଜୟ କୁମାର ନାଏକଙ୍କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ଦେଲେ ସ୍ପେସାଲ୍ ପୋକ୍ସୋ ଜର୍ଜ୍ଜ ନାବାଳିକା ଦୁଷ୍କର୍ମକାରୀ ଅଜୟ କୁମାର ନାଏକଙ୍କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ଦେଲେ ସ୍ପେସାଲ୍ ପୋକ୍ସୋ ଜର୍ଜ୍ଜ ମୋନାଲିସା ମହାନ୍ତି ।
ଏହା ସହ ଦଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ପେସାଲ୍ ପୋକ୍ସୋ କୋର୍ଟ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୬ ପୋକ୍ସୋ ଆକ୍ଟ ଅନୁସାରେ ଏହି ଦଣ୍ଡବିଧାନ କରିଛନ୍ତି । ସରକାରୀ ଓକିଲ ଙ୍କର ସୂଚନା ଅନୁସାରେ ୮.୭.୨୦୨୨ ତାରିଖରେ ଘଟଗାଁ ଥାନା ଅଞ୍ଚଳର ଜଣେ ନାବାଳିକା ତର ପରିବାର ଲୋକଙ୍କ ସହ ବାହାଘର ଭୋଜି ଖାଇ ସଂଧ୍ୟାରେ ଫେରୁଥିବା ସମୟରେ ଆସାମୀ ତାକୁ ଟେକି ନେଇ ନିକଟସ୍ଥ ପୋଖରୀ ନିକଟରେ ଦିଷ୍କର୍ମ କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ କେସ କରିଥିବା ବେଳେ ଆଜି ମନ୍ୟବର୍ କୋର୍ଟ ଏହାର ବିଚାର କରି ଏହି ସଜ୍ଜା ଶୁଣାଇ ଥିବା ବେଳେ କେସର ପରିଚାଲନା କରୁଥିଲେ ସ୍ପେସାଲ୍ ପିପି ସଞ୍ଜୟ କୁମାର ପାଇକରାୟ ।