ମୁଖ୍ୟ ଶାସନ ସଚିବଙ୍କ ଡେରାସ ‘ସି-ଫୁଡ୍ ପାର୍କ’ ପରିଦର୍ଶନ
ଡେରାସ ସି-ଫୁଡ୍ ପାର୍କକୁ ଏକ ସମନ୍ୱିତ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଭାବେ ବିକଶିତ କରିବା ଲକ୍ଷ୍ୟରେ ପାର୍କର ଭିତ୍ତିଭୂମି ଓ ସାଧାରଣ ସୁବିଧାଗୁଡ଼ିକର ସର୍ବାଧିକ ଉପଯୋଗ, ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟକ୍ଷମତା ଓ ନିବେଶକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ
