କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ଶଳାର ଆକ୍ରମଣ ରେ ଭିଣେଇର ମୃତ୍ୟୁ, ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମରେ। ଘରୋଇ କଳିର କରୁଣ ପରିଣତି। ଶଳା ଭିଣେଇ ମଧ୍ୟରେ ସାମାନ୍ୟ ବଚସାରୁ ଶଳାର ଠେଙ୍ଗା ରେ ଆକ୍ରମଣରେ ଭିଣେଇର ଘଟଣା ସ୍ଥଳରେ ମୃତ୍ୟୁ। ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି। କେନ୍ଦୁଝରରୁ ଅଞ୍ଜନ କୁମାର ରଣାଙ୍କ ରିପୋଟ ସାକ୍ସୀ ନ୍ୟୁଜ୍ ।