ଆଇପିଏଲ: ଆଜି ବାଙ୍ଗାଲୋର ବନାମ ଲକ୍ଷ୍ନୌ

ଲକ୍ଷ୍ନୌ  : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୧୬ରେ ସୋମବାର ୪୩ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ ଖେଳାଯିବ। ପ୍ରଥମ ଚରଣ ମ୍ୟାଚରେ ଲକ୍ଷ୍ନୌ ବିଜୟୀ ହୋଇଥିବାରୁ ଆରସିବି ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ।