ଶିମିଳିପାଳ କୋର ଏରିଆ ସାଉଥ ଜୋନରେ କଳାବାଘର ମୃତ୍ୟୁ

ଶିମିଳିପାଳ: ବାଘ-ବାଘ ଲଢ଼େଇରେ କଳାବାଘର ମୃତ୍ୟୁ । ଶିମିଳିପାଳ କୋର ଏରିଆ ସାଉଥ ଜୋନରେ କଳାବାଘର ମୃତ୍ୟୁ ହୋଇଛି । ମୃତ ବାଘଟି ଅଣ୍ଡିରା ହୋଇଥିବା ବେଳେ ତାର ବୟସ ୩ବର୍ଷ ହେବ । କଳା ବାଘ ଦେହରେ ଅନେକ କ୍ଷତଚିହ୍ନ ରହିଛି । ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ କରାଯାଇଛି ।