ଜି’ର ଚ୍ୟାନେଲରେ ପ୍ରସାରଣ ହେବ ଆଇସିସି ୱାର୍ଲଡ କପ
ଅନ୍ୟପଟେ ଟିଭିରେ ଜୀ ଗ୍ରୁପର ଚ୍ୟାନେଲରେ ଆଇସିସିର ମ୍ୟାଚ ପ୍ରସାରଣ କରାଯିବ.....
ଆପଣ ସବୁବେଳେ ସମସ୍ତଙ୍କୁ ବୋକା ବନାଇପାରିବେ ନାହିଁ: ମମତା
ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ମମତା ବାନାର୍ଜୀ......
ଯୁବରାଜଙ୍କ ପରି ୬ଟି ଛକା ମାରିବାକୁ ଚାହୁଁଥିଲି: ସୂର୍ଯ୍ୟକୁମାର
ସୂର୍ଯ୍ୟକୁମାର କହିଥିଲେ ମୁଁ ଚେଷ୍ଟା କରୁଥିଲି କିନ୍ତୁ ହୋଇପାରିଲାନି......
ପାଇଲଟଙ୍କ ହରତାଳ ଯୋଗୁ ୮ଶହ ଫ୍ଲାଇଟ୍ ବାତିଲ
ପାଇଲଟ ସଂଘ ବେତନ ବୃଦ୍ଧିକୁ ମଞ୍ଜୁରି ନ ମିଳିବାରୁ ଏହି ଦିନିକିଆ ହରତାଳ ଡାକରା ଦେଇଥିଲେ.....
କିଶୋର କୁମାରଙ୍କ ଘରେ ରେଷ୍ଟୁରାଣ୍ଟ ଖୋଲିବେ କୋହଲି
କୋହଲି କ୍ରିକେଟ ସହ ତାଙ୍କ ଅନ୍ୟ ବ୍ୟବସାୟ ମଧ୍ୟ ବଢ଼ାଇବାରେ ଲାଗିଛନ୍ତି......
ୟୁଏସ ଓପନରେ ସେରେନା ପିନ୍ଧିଲେ ୪୦୦ ହୀରା ଖଚିତ ଜୋତା
ସେରେନା ଏହି ମ୍ୟାଚକୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେ ପିନ୍ଧିଥିବା ଜୋତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି.....
ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ
ତେଣୁ ଗାଁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଯୋଗାଇ ଦିଆଯାଇଛି.....
ଦିଶାଙ୍କ ସହ ରିଲେସନସିପ୍କୁ ନେଇ ଟାଇଗରଙ୍କ ସ୍ପଷ୍ଟୀକରଣ
ଉଭୟଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ.....
ବିନା ମେକଅପରେ ର୍ୟାମ୍ପକୁ ଓହ୍ଲାଇ ଇତିହାସ ରଚିଲେ ମେଲିସା
ତାଙ୍କର ଏହି ନିଷ୍ପତ୍ତି ଅନ୍ୟ ପ୍ରତିଯୋଗୀଙ୍କ ହୃଦୟ ଜିଣିଛି......