ଭାରତ ଇରାନଠାରୁ ତୈଳ ଆମଦାନୀ କରିବ!
ଇରାନଠୁ ତୈଳ ଆସିବା ମାତ୍ରେ ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ଦାମ ହ୍ରାସ ପାଇବ....
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୬,୯୦୬ କରୋନା ପଜିଟିଭ୍ ଚିହ୍ନଟ
ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି....
ବର୍ଷାରେ ଉବୁଟୁବୁ ମାୟାନଗରୀ: ୯ ମୃତ୍ୟୁ
ଏହି ଅଂଚଳରୁ ୫୦୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ଜାଗାରୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଛି....
ନାସା ଜାରି କଲା ଗାଲାକ୍ସିର ପ୍ରଥମ ରଙ୍ଗୀନ ଫଟୋ
ଏହା ମହାକାଶକୁ ଦେଖିବାର ଦୃଷ୍ଟିଭଙ୍ଗୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ ବୋଲି ଆଶା ରଖିଛନ୍ତି ମହାକାଶ ବିଜ୍ଞାନୀ...
ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ପତ୍ନୀଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମା’ ଓ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ..
ଭୂକମ୍ପରେ ଥରିଲା ଭାନୁଆତୁ ଦ୍ୱୀପ
ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି....
ଦ୍ରୌପଦୀ ମୁର୍ମୁଙ୍କୁ ଟିଡିପିର ସମର୍ଥନ
ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ଦଳର ଏକ ବୈଠକ ପରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏନେଇ ଘୋଷଣା କରିଛନ୍ତି...
ଖୁବଶୀଘ୍ର ହାତକୁ ଦି ହାତ ହେବେ କେ.ଏଲ ରାହୁଲ ଓ ଆଥିୟା
ଦୀର୍ଘ ୩ ବର୍ଷରୁ ଦୁହେଁ ପରସ୍ପରଙ୍କୁ ଭଲ ପାଇ ଆସୁଛନ୍ତି...
ନ୍ୟୁଜିଲାଣ୍ଡ ଭାଙ୍ଗିଲା ବିଶ୍ୱ ରେକର୍ଡ
ଆୟରଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୋଟିଏ ୱିକେଟରେ ବିଜୟୀ ହୋଇଛି....
ବିରାଟଙ୍କ ସପକ୍ଷରେ ବାହାରିଲେ ରୋହିତ ଶର୍ମା
ଏବେ ଅଧିନାୟକ ରୋହିତ ଶର୍ମା ବିରାଟଙ୍କ ପାଇଁ ବାହାରିଛନ୍ତି...