ମାନବିକ ଅଧିକାର ପରିଷଦରୁ ହଟିବ ରୁଷିଆ!
ରୁଷିଆକୁ ମାନବିକ ଅଧିକାର ପରିଷଦରୁ ହଟାଇବା ନେଇ UNରେ ହେବ ଭୋଟିଂ
ଆଜି ସଂଧ୍ୟା ସାଢେ ୭ଟାରେ ଭୋଟିଂ। ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି…
ଦେଶରେ ଆଉ ନୂଆ ପଜିଟିଭ୍ ୧,୦୩୩ ; ୪୩ ମୃତ
ନୂଆଦିଲ୍ଲୀ : ଦେଶରେ କିଛି ଦିନ ତଳେ କରୋନାର ଦୈନିକ ସଂକ୍ରମଣ ୧ ହଜାର ତଳକୁ ରହିଥିବା ବେଳେ ପୁଣି ଏହା ୧ ହଜାର ଅତିକ୍ରମ କରୁଥିବା…
ଭାରତରେ ପହଞ୍ôଚଲା ପ୍ରଥମ ଇଏକ୍ସ ଭାରିଆଣ୍ଟ
ମୁମ୍ବାଇ : ଭାରତରେ ପହଞ୍ôଚଲା ପ୍ରଥମ ଓମକ୍ରିନ ଭୂତାଣୁର ଇଏକ୍ସ ଭାରିଆଣ୍ଟ । ମୁମ୍ବାଇର ଜଣେ ବ୍ୟକ୍ତିଙ୍କଠାରେ ଏହି ଭୁତାଣୁ ଚିହ୍ନଟ…
କୋଭିଡ ପରିଚାଳନାରେ ଭାରତ ସରକାରଙ୍କୁ ଆଇଏମଏଫର ପ୍ରଶଂସା
ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) ପ୍ରଶଂସା କରିଛନ୍ତି । କୋଭିଡ…
ଶ୍ରୀଲଙ୍କାରେ ଥମୁନି ରାଜନୈତିକ ସଙ୍କଟ
ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ…
ମଦ ପିଇ ଧରାପଡିଲେ କଟିବ ମୋଟା ଅଙ୍କର ଫାଇନ୍
ନୂଆଦିଲ୍ଲୀ : ମଦ ପିଇ ଧରାପଡିଲେ ଗଣିବେ ମୋଟା ଅଙ୍କର ଫାଇନ୍ । ଏନେଇ ବିହାର ସରକାର ମଦ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା…
ବିଶ୍ୱ ଅର୍ଥନୀତି ପ୍ରଭାବିତ ପାଇଁ ପୁଟିନ ଦାୟୀ: ବାଇଡେନ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ଏହି ଯୁଦ୍ଧକୁ ଏକ ମାସରୁ ଅଧିକ ଦିନ ହେବ ଚାଲିଛି । ରୁଷ ଆକ୍ରମଣରେ…
ବିଶ୍ୱର ପ୍ରଥମ ‘ନାଜାଲ ଭ୍ୟାକ୍ସିନ’ ଆଣିଲା ଏହି ଦେଶ
ନୂଆଦିଲ୍ଲୀ: ସାରା ବିଶ୍ୱ କୋଭିଡ-୧୯ ମୁକାବିଲା ପାଇଁ ଚିନ୍ତିତ ଥିବା ବେଳେ ରୁଷିଆର କଂପାନୀ ସ୍ପୁଟନିକ ‘ନାଜାଲ ଭ୍ୟାକ୍ସିନ’ ବାହାର କରିଛି…
ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦବଙ୍ଗ ଖାନ୍
ମୁମ୍ବାଇ : ବଲିଉଡ ଅଭିନେତା ଦବଙ୍ଗ ଅଭିନେତା ସଲମାନ ଖାନ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୯ରେ ଜଣେ କର୍ତ୍ତବ୍ୟରତ…
ରୁଷ ବିରୋଧରେ ବିଶ୍ୱବାସୀ ଏକ ହୁଅ: ଜେଲେନସ୍କି
ନୂଆଦିଲ୍ଲୀ : ରୁଷୟ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଥମିବାର ନା ନେଉନାହିଁ । ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର…