ମାନବିକ ଅଧିକାର ପରିଷଦରୁ ହଟିବ ରୁଷିଆ!

ରୁଷିଆକୁ ମାନବିକ ଅଧିକାର ପରିଷଦରୁ ହଟାଇବା ନେଇ UNରେ ହେବ ଭୋଟିଂ

ଆଜି ସଂଧ୍ୟା ସାଢେ ୭ଟାରେ ଭୋଟିଂ। ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି ଆବଶ୍ୟକ ।ରୁଷିଆ ବିରୋଧରେ ଭୋଟ ଦେଲେ ଦ୍ବିପାକ୍ଷିକ ସଂପର୍କ ଖରାପ ହେବ ବୋଲି ରଷିଆର ଧମକ ।

Ukraine ସହ ଯୁଦ୍ଧ ଯୋଗୁଁ Russia ରେ ୪୫% ଦରଦାମ ବୃଦ୍ଧି