ଅଧିକାଂଶ ୟୁକ୍ରେନବାସୀ ପଡୋଶୀ ରାଷ୍ଟ୍ରରେ
ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଛି । ଏହି ଉଭୟଙ୍କ ଲଢେଇ ମଧ୍ୟରେ ପାଖାପାଖି ଦେଢ ଲକ୍ଷ ୟୁକ୍ରେନବାସୀ ଦେଶ…
ଭାରତରେ ପଲିହାଉସ୍ ଚାଷ କାହିଁକି ଏତେ ଲୋକପ୍ରିୟ?
ଭାରତରେ ପଲିହାଉସ୍ ଚାଷ କାହିଁକି ଏତେ ଲୋକପ୍ରିୟ ହେଉଛି? ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ । ପଲିହାଉସ୍ ଚାଷରେ ଏପରି ଅବସ୍ଥା, ଯାହା…
ଆଉ ଉଡିବନି ବିଶ୍ୱର ସବୁଠୁ ବଡ ବିମାନ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଲଢେଇ ପଞ୍ଚମ ଦିନରେ ପହଞ୍ôଚଛି । ସେହିପରି ରୁଷ ଆକ୍ରମଣରେ ଧ୍ୱଂସ ପାଇଲା ବିଶ୍ୱର ସବୁଠୁ ବଡ ବିମାନ ।…
ଅନେକ ଦେଶରେ ରୁଷ ନିର୍ମିତ ‘ଭୋଡକା’ ବ୍ୟାନ!
ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଛି ଲଢେଇ । ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷକୁ ଧିରେ ଧିରେ ମହଙ୍ଗା ପଡିବାକୁ ଯାଉଛି ।…
୪ କେନ୍ଦ୍ରମନ୍ତ୍ରୀଙ୍କୁ ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ପଠାଇବେ ମୋଦୀ
ନୂଆଦିଲ୍ଲୀ: ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ପାଇଁ ଚାଲିଥିବା ଅଭିଯାନ ପ୍ରକ୍ରିୟାରେ ସମନ୍ୱୟ ରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ…
ଗୋଟିଏ ପଟେ ଯୁଦ୍ଧ ଅନ୍ୟପଟେ ଆରମ୍ଭ ହେଲା ଶାନ୍ତି ଆଲୋଚନା
ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ ଆରମ୍ଭ ହୋଇଛି ଶାନ୍ତି ଆଲୋଚନା । ଏହି ଉଭୟଙ୍କ ଆଲୋଚନା ବେଲାରୁଷ ସୀମାରେ…
ଇଣ୍ଡିଗୋ ଏୟାରଲାଇନ ଅପରେସନ ଗଙ୍ଗାରେ ସାମିଲ ହେବ
ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ଘୋମାଘୋଟ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଇଣ୍ଡିଗା ଏୟାରଲାଇନ…
ଫୁଲ ଗଛଗୁଡିକ ଆମେ ଭାବିଥିବା ଠାରୁ ୧୦୦ନିୟୁତ ବର୍ଷ ପୁରୁଣା ହୋଇପାରେ
ଫୁଲ ଗଛଗୁଡିକ ହୁଏତ ୨୫୦ ନିୟୁତ ବର୍ଷ ପୂର୍ବେ ବିକଶିତ ହୋଇଥାଇପାରେ, ଏପର୍ଯ୍ୟନ୍ତ ମିଳିଥିବା ସର୍ବ ପୁରାତନ ଜୀବାଶ୍ମ ଫୁଲ ଅପେକ୍ଷା ୧୦୦…
ରୁଷ-ୟୁକ୍ରେନ ୟୁଦ୍ଧ ପାଇଁ ଅଶୋଧିତ ତୈଳ ଦର ଉପରେ ପ୍ରଭାବ ପଡୁଛି
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଭିତରେ ଯୁଦ୍ଧ ପଞ୍ଜମ ଦିନରେ ପହଞ୍ôଚଛି । ଯାହାର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡିଛି । ଅଶୋଧିତ ତୈଳ ଦର…
ପୁଣି ଦେଶକୁ ଡରାଇବ କୋଭିଡର ଚତୁର୍ଥ ଲହର
ନୂଆଦିଲ୍ଲୀ : ସାରା ଦେଶରେ କୋଭିଡର ତୃତୀୟ ଲହର ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ଏବେ ପୁଣି ଥରେ ଚତୁର୍ଥ ଲହରକୁ ନେଇ ଆତଙ୍କ ସୃଷ୍ଟି…