Browsing Category
ଖେଳ
the latest sports news today cricket live score Indian cricket team, live updates on cricket football tennis hockey badminton and other
‘ବାବରଙ୍କୁ ବିରାଟଙ୍କ ସହ ତୁଳନା କରିବା ଠିକ୍ ନୁହେଁ’- ଶାମି
ନୂଆଦିଲ୍ଲୀ : ପାକିସ୍ତାନର ଅଧିନାୟକ ବାବର ଆଜାମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା ଏବେ ଚର୍ଚ୍ଚା ଜୋର୍ ରହିଛି। ଏପରିକି କିଛି!-->…
ଆଇପିଏଲ୍ 2022
ମହାରାଷ୍ଟ୍ର ଅହମ୍ମଦାବାଦରେ ପ୍ଲେ ଅଫ୍ ସମସ୍ତ ଲିଗ୍ ଗେମ୍ ଆୟୋଜନ କରିବ
ଇଣ୍ଡିଆ ପ୍ରିମିୟର ଲିଗ୍ (ଆଇପିଏଲ୍) 2022 ମହାରାଷ୍ଟ୍ର!-->!-->!-->…
ଭାରତ ବିପକ୍ଷ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳ ଘୋଷଣା
ନୂଆଦିଲ୍ଲୀ: ଭାରତ ବିପକ୍ଷ ଟି-୨୦ ସିରିଜ ଲାଗି ୱେଷ୍ଟଇଣ୍ଡିଜ ୧୬ ଜଣିଆ ଦଳ ଘୋଷଣା କରିଛି । ସେହିପରି କାଇରନ ପୋଲାର୍ଡଙ୍କୁ ଅଧିନାୟକ ଓ!-->…
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ଦୁଇ ନୂଆ ମୁହଁ ସାମିଲ
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ଦୁଇ ନୂଆ ମୁହଁ ସାମିଲ ହୋଇଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍!-->…
୨୧ତମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଲେ ନାଡାଲ
ନୂଆଦିଲ୍ଲୀ : ଇତିହାସ ରଚିଲେ ମହାନ ଟେନିସ୍ ଖେଳାଳି ରାଫେଲ ନାଦାଲ । ଫାଇନାଲରେ ରୁଷିଆର ଡାନିଲ ମେଦଭେଦଭଙ୍କୁ ୨-୬, ୬-୭, ୬-୪,!-->…
ବ୍ରକ୍ ଲେସନର୍ WWE ଚାମ୍ପିଅନସିପ୍ ହାରି ରୟାଲ୍ ରମ୍ବଲ୍ ଜିତିଲେ
ରେସଲେମାନିଆରେ ଲେସନାରଙ୍କୁ ଆଉ ଏକ ଟାଇଟଲ୍ ସୁଯୋଗ ମିଳିବ । ରୋମାନ୍ ରେଜିନ୍ସ ମ୍ୟାଚ୍ରେ ହସ୍ତକ୍ଷେପ କରିବା ପରେ ବ୍ରକ୍ ଲେସନର୍ ବବି!-->…
ଭାରତ ଗସ୍ତ ପାଇଁ ଇଣ୍ଡିଜ୍ ଟି୨୦ ଦଳ ଘୋଷଣା
ନର୍ଥ ସାଉଣ୍ଡ : ୱେଷ୍ଟ ଇଣ୍ଡିଜ୍, ଭାରତ ଗସ୍ତ ପାଇଁ ୧୬ ଜଣିଆ ଟି-ଟ୍ୱେଣ୍ଟି ଦଳ ଘୋଷଣା କରିଛି । ଦଳରେ କିରେନ ପୋଲାର୍ଡ ଅଧିନାୟକ ଓ!-->…
ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିରେ ଭାରତ
ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତ ସହଜ ବିଜୟ ସହ ସେମି ଫାଇନାଲ୍ରେ ପ୍ରବେଶ କରିଛି । ଶନିବାର!-->…
ୱାର୍ଣ୍ଣରଙ୍କୁ ନେଇ ଆକାଶ ଚୋପ୍ରାଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ : ଆଇପିଏଲର ନିଲମି ଲାଗି ସବୁ ଦଳ ପ୍ରସ୍ତୁତି ସାରିଲେଣି । ଏହି ନିଲାମରେ ବହୁ ବଡ ବଡ ଷ୍ଟାର ଖେଳାଳି ଭାଗ ନେବେ । ଏହାମଧ୍ୟରେ!-->…
ରଣଜୀ ଟ୍ରଫି କୁ ନେଇ ବିସିସିଆଇର ଘୋଷଣା
ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ରଣଜୀ ଟ୍ରଫି । ଏନେଇ ଘୋଷଣା କରିଛି ବିସିସିଆଇ । ଗତବର୍ଷ କୋଭିଡ ସଂକ୍ରମଣ ଲାଗି ଏହି!-->…