ପୁଲିସ ଉପରକୁ ଲୁଟେରାଙ୍କ ଗୁଳିମାଡ଼

ଶରଣକୂଳ ଥାନା ପୁଲିସ ଏକ ଗ୍ୟାଙ୍ଗକୁ ଧରିବା ବେଳେ…

ନୟାଗଡ଼: ଚଢ଼ାଉ ବେଳେ ପୁଲିସ ଉପରକୁ ଲୁଟେରାଙ୍କ ଗୁଳିମାଡ଼ । ଶରଣକୂଳ ଥାନା ପୁଲିସ ଏକ ଗ୍ୟାଙ୍ଗକୁ ଧରିବା ବେଳେ ଗୁଳିମାଡ଼। ପୁଲିସ କର୍ମୀ ସୁରକ୍ଷିତ, ଗ୍ୟାଙ୍ଗର ୩ ଲୁଟେରା ଗିରଫ ।