ଘୁଞ୍ଚିବନି NEET-୨୦୨୨ ପିଜି ପରୀକ୍ଷା

ଘୁଞ୍ଚିବନି NEET-୨୦୨୨ ପିଜି ପରୀକ୍ଷା । NEET-୨୦୨୨ ପିଜି ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିବନି NEET-୨୦୨୨ ପିଜି ପରୀକ୍ଷା । NEET-୨୦୨୨ ପିଜି ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏନେଇ ପୂର୍ବରୁ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।